#ଭୁବନେଶ୍ବରରେ_ବିଶାଳ_ଋଣ_ମେଳା
ଋଣ ସମ୍ପ୍ରସାରଣ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ବ୍ୟାଙ୍କ ପକ୍ଷରୁ ବହୁ ହିତାଧିକାରୀଙ୍କୁ ଏମ୍ଏସଏମ୍ଇ, ଶିକ୍ଷା, କୃଷି ଋଣ, ଏସଏଚଜି, ଗୃହ ଋଣ ଭଳି ଋଣ ପ୍ରଦାନ କରାଯାଇଛି ।
#Bhubaneswar #SBI #loan #agriculture #Odisha #ArgusNews