ଭୁବନେଶ୍ବରରେ ହକି ହଙ୍ଗାମା । ଟୋକିଓ ଟ୍ରାକରେ ସଫଳ ଭାରତୀୟ ପୁରୁଷ ଏବଂ ମହିଳା ହକି ଟିମକୁ ଓଡିଶାରେ ସ୍ବାଗତର ଅବସର । ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ କ୍ରମେ ଖେଳାଳିମାନେ ଯେତେବେଳେ ପହଂଚିଥିଲେ ସେତେବେଳେ ପାରମ୍ପରିକ ବାଜାରେ କରାଯାଇଥିଲା ଓ୍ବେଲକମ । ଆତସବାଜିରେ କମ୍ପିଥିଲା ପୁରା ପରିବେଶ ।
#Odisha #ArgusNews #hockey #India