ଭୁବନେଶ୍ବରରେ 5ଲକ୍ଷ ଟଙ୍କା ର ଗଞ୍ଜେଇ ଜବତ। କାର ଡିକିରେ ଚାଲାଣ ହେଉଥିଲା ଗଂଜେଇ । ତମାଣ୍ଡରୁ ଜବତ କଲା କମିସନରେଟ ପୋଲିସ ର ସ୍ପେଶାଲ ସ୍କ୍ବାର୍ଡ । କାର ଡିକିରୁ ଏକ କୁଇଣ୍ଟାଲରୁ ଅଧିକ ଗଂଜେଇ ଜବତ।
#ArgusNews #Odisha #ArgusUpdateNews #Bhubaneswar #GanjaSeized