ଭୁବନେଶ୍ବରେ ଭାରତୀୟ ପୁରୁଷ ଏବଂ ମହିଳା ହକି ଟିମ୍ । ଓଡିଶାରେ ପହଞ୍ଚିବା ପରେ ପାରମ୍ପରିକା ବାଜା ବଜାଯିବା ସହ ଆତସବାଜିରେ କମ୍ପିଲା ରାଜରାସ୍ତା । ଏୟାରପୋର୍ଟରୁ ଆରମ୍ଭ କରି ହୋଟେଲ୍ , ଷ୍ଟାଡିୟମ୍ ରାସ୍ତାଘାଟରେ ବ୍ୟାନର୍ ପୋଷ୍ଟରରେ ହକି ଖେଳାଳିଙ୍କୁ ସ୍ବାଗତ କରାଯାଇଛି । ବିମାନବନ୍ଦରରେ ଟିମ୍ ପହଁଚିବା ପରେ କ୍ରୀଡାମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।
#Odisha #ArgusNews #hockey #India