ଭୁବନେଶ୍ବର ଫେରିଲା ଷଡଯନ୍ତ୍ରକାରୀ ସ୍ବିଗି ବୟ । ମଧ୍ୟପ୍ରଦେଶରୁ ଓଡିଶା ଆଣିଲା ଆରପିଏଫ୍ । ଧଉଳି ଥାନାରେ ପଚରାଉଚା କରିବ ପୋଲିସ । ନିଜ ଅପହରଣ ନାଟକ ରଚି ଅନ୍ୟଜଣେ ଯୁବତୀଙ୍କୁ ନେଇ ଫେରାର ହୋଇଥିଲା ସ୍ବିଗିବୟ ।
#SwiggyBoy #Odisha #ArgusNews #Kidnap #falsekidnap