ଭୁବନେଶ୍ବର ବିମାନ ବନ୍ଦରରେ 2ଟି ଏରୋ ବ୍ରିଜର ଉଦଘାଟନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । 5 କୋଟି 42 ଲକ୍ଷ ବ୍ୟୟରେ ନିର୍ମାଣ ହୋଇଛି ଏହି ଓଭରବ୍ରିଜ। ଏହା ଦ୍ଵାରା ପ୍ରତ୍ୟେକ ଦିନ ଭୁବନେଶ୍ବର ବିମାନ ବନ୍ଦର ଦେଇ ଯାତ୍ରା କରୁଥିବା 25 ଲକ୍ଷ ଲୋକଙ୍କ ମଧରୁ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କୁ ସୁବିଧା ହେବ।
Aparajita Sarangi #AeroBridge #Bhubaneswar #BijuPatnaikInternationalAirport #Inauguration #ArgusNews