ହତ୍ୟାକାରୀ ଜଗନ୍ନାଥ ପ୍ରଧାନ ମେଡିକାଲରୁ ଡିସଚାର୍ଜ । ଏମ୍ସରୁ ଡିସଚାର୍ଜ ପରେ ଏୟାରଫିଲଡ଼ ଥାନାରେ ଜଗନ୍ନାଥଙ୍କୁ ଜେରା କରୁଛି ପୋଲିସ। ଜେରା ଶେଷ ପରେ କୋର୍ଟ ଚାଲାଣ କରିବ ପୋଲିସ । ଗତ 5 ତାରିଖରେ ପ୍ରିୟଙ୍କାକୁ ନିର୍ମମ ଭାବେ ହତ୍ୟା କରିଥିଲେ ଜଗନ୍ନାଥ
#ArgusNews #Odisha #ArgusNewsTV #bhubaneswar #bhimatangi #Murder #priyanka