ବିଧାୟକଙ୍କ ଘର ଆଗରେ ଧାରଣା ଦେଲେ ଗ୍ରାମବାସୀ । ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଘର ଆଗରେ ଆଜି ମହିଳାମାନେ ଆସି ଧାରଣା ଦେଇଛନ୍ତି । ଶନିବାର ସତ୍ୟନଗର ସତ୍ୟକାଳି ବସ୍ତିର ୱାର୍ଡ ନଂ ୩୪ ବାସିନ୍ଦାଙ୍କ ଘର ବିନା ନୋଟିସରେ ଭାଙ୍ଗିବା ଅଭିଯୋଗ ହୋଇଛି ।
#protest #Odisha #ArgusNews