#ଭୁବନେଶ୍ବର_ରେଳ_ଷ୍ଟେସନକୁ_ଇଟ_ରାଇଟ_ଷ୍ଟେସନର_ମାନ୍ୟତା
#୫_ରୁ_୪_ରେଟିଂ_ପାଇଛି_ଭୁବନେଶ୍ବର_ରେଳ_ଷ୍ଟେସନ
ଫୁଡ୍ ସେଫ୍ଟି କ୍ଷେତ୍ରରେ 4 ଷ୍ଟାର ରେଟିଂ ପାଇଲା ଭୁବନେଶ୍ବର ରେଲୱେ ଷ୍ଟେସନ । ଏହାସହ ଇଟ୍ ରାଇଟ ଷ୍ଟେଟସନର ମାନ୍ୟତା ପାଇଛି ଭୁବନେଶ୍ବର ରେଳ ଷ୍ଟେସନ । ଷ୍ଟେସନରେ ସ୍ବାସ୍ଥ୍ୟକର ପରିବେଶରେ ଉତ୍ତମ ଖାଦ୍ୟକୁ ନେଇ ଏହି ରେଟିଂ ମିଳିଛି । ରାଜ୍ୟ ସରକାର ଓ ଭାରତୀୟ ରେଳପଥର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଖାଦ୍ୟ ନିରାପତ୍ତା କମିଶନର ।
#odisha #ArgusNews #bhubaneswar #RailwayNews #railwaystation #BhubaneswarRailwayStation #fivestars #FiveStarRating