ଭୁବନେଶ୍ଵରରେ ପ୍ରାକ୍ ନିର୍ବାଚନୀ ହିଂସା । ଥାନା ସାମ୍ନାରେ ୩୩ନଂ ୱାର୍ଡ ବିଜେପି ପ୍ରାର୍ଥିନୀ ଧରିତ୍ରୀ ଜେନାଙ୍କ ସ୍ଵାମୀ, ଦିଅର ଓ ଦେଢଶୂରଙ୍କୁ ଆକ୍ରମଣ। ବିଜେଡ଼ି କର୍ପୋରେଟର ପ୍ରାର୍ଥୀନି ସୁଲଗ୍ନା ଜେନାଙ୍କ ସ୍ଵାମୀ ଦିଲ୍ଲୀପ ଜେନା ଏବଂ ୩୨ନଂ ୱାର୍ଡର ବିଜେଡ଼ି ପ୍ରାର୍ଥୀ ଶିଖର ଜେନା, ଶ୍ରୀଧର ଜେନାଙ୍କ ସହ ୬୦ରୁ ଅଧିକ ଲୋକଙ୍କ ସଂଘବଦ୍ଧ ଆକ୍ରମଣ। ପୋଷ୍ଟର ଚିରାକୁ ନେଇ ହୋଇଥିଲା ଗଣ୍ଡଗୋଳ।
#Bhubaneswar #PoliticalViolence #bjd #viralvideo #Odisha #ArgusNews