ଭୁବନେଶ୍ୱରରେ କଂଗ୍ରେସର ହରତାଳ ଶାନ୍ତିପୂର୍ଣ୍ଣ ରହିଛି । କୌଣସି ସ୍ଥାନରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇନି କି ଜବରଦସ୍ତ ଦୋକାନ ବନ୍ଦ ହୋଇନି । ଲୋୟର ପିଏମଜିରେ ରାସ୍ତା ରୋକ ଯୋଗୁଁ କିଛି କର୍ମୀଙ୍କୁ ଅଟକ ରଖାଯାଇଛି : ଡିସିପି ଉମାଶଙ୍କର ଦାଶ
#Congress #Protest #MamitaMurderCase #JusticeForMamita #Bhubaneswar #ArgusNews