#ଭୁବନେଶ୍ୱରର_ଆଜି_ହେଉଛି_ଜନ୍ମଦିନ
#୭୩ଡେଇଂ_ତାକୁ_ଆଜିଠୁ_୭୪_ଚାଲିଲା
#ଏହା_ଭିତରେ_କେତେ_କଣ_ବଦଳିଗଲାଣି
ମାଷ୍ଟର କ୍ୟାଣ୍ଟିନ୍ଠାରୁ ଆରମ୍ଭ କରି ବାଣୀବିହାର, ନ ହେଲେ ସିଆରପି ଛକରୁ ସଚ୍ଚିବାଳୟ ଯାଏଁ ଥିଲା ଆମ ରାଜଧାନୀ । ହେଲେ ଏବେ ତାର କଳେବର ଢେର ବଢିଗଲାଣି । ଗୋଟିଏ ପଟେ ଜଟଣୀଠାରୁ ଆରମ୍ଭ କରି ପଟିଆ ନନ୍ଦନକାନନ ଦେଇ କଟକ ଛୁଇଁଲାଣି ଭୁବନେଶ୍ୱର । ଆଉ ଆରପଟେ ବାଳକାଟୀ ଦେଇ ପିପିଲି ଛୁଇଁବାକୁ ବସିଛି ରାଜଧାନୀ ।
#Bhubaneswar #birthday #74years #Odisha #ArgusNews