ଡେଙ୍ଗୁର ଡେଡଲି ହଟସ୍ପଟ୍ ଭୁବନେଶ୍ବର
୨୪ ଘଣ୍ଟାରେ ପୁଣି ଚିହ୍ନଟ ହେଲେ ୩୨ଜଣ ଡେଙ୍ଗୁ ରୋଗୀ
କୋରୋନା ସହ ରାଜଧାନୀରେ ଡରାଇଲାଣି ଡେଙ୍ଗୁ। ଗତ କାଲି ୩୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଆଜି ପୁଣି ୩୨ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ୍ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୪୫୩କୁ ବୃଦ୍ଧି ପାଇଛି।
#ArgusNews #ArgusNewsTV #Odisha #India #Dengue #Bhubaneswar #mosquitobites