ଭୁବନେଶ୍ୱର ଏମ୍ସରେ ଉଦଘାଟନ ହୋଇଛି ECMO ମେସିନ । ଏହା ହେଉଛି ପ୍ରଥମ ଏକମୋ ମେସିନ ଏହାପରେ ଆଉ ଏକ ମେସିନ ଖୁବଶୀଘ୍ର ଅଣାଯିବ । ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖି ସେମାନଙ୍କୁ ECMO ଚିକିତ୍ସା ଦିଆଯିବ, ଏ ନେଇ ଅଧିକ ସୂଚନା ଦେଲେ ପ୍ରଫେସର ଡାକ୍ତର ବି. ଗୀତାଞ୍ଜଳୀ, ନିର୍ଦ୍ଦେଶିକା, ଭୁବନେଶ୍ୱର ଏମ୍ସ ।
#ArgusNews #ArgusNewsTV #Odisha #Bhubaneswar #AIIMS #ECMO_Machine