#ଭୁଲିଗଲେ_ମାନବିକତା !
ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ଧମକାଇବା ସହ ଘର ଭାଙ୍ଗିଦେଲେ । ଏହି ଘଟଣା ହେଉଛି ଯାଜପୁର ଜିଲ୍ଲା କୋରେଇ ଥାନା ଶିଶୁଆ ଗ୍ରାମରେ । ଜମି ପାଇଁ ଠେଙ୍ଗାବାଡ଼ି ଦେଖାଇ ଧମକାଇବା ସହ ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ଥିଲେ
#ArgusNews #Odisha #ArgusNewsTV #Jajpur #Korei #Humanity #oldwoman