ଠେଙ୍ଗା-ବାଡ଼ି ଦେଖାଇ ଧମକାଇଲେ ଭୁଲିଗଲେ ମାନବିକତା । ଜମି ପାଇଁ ଠେଙ୍ଗାବାଡ଼ି ଦେଖାଇ ଧମକାଇବା ଏବଂ ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ବାସଗୃହ ଭାଙ୍ଗି ଦେବା ଭଳି ଘଟଣା ଶହଶହ ଲୋକଙ୍କ ଆଖିଆଗରେ ଘଟି ଚାଲିଥିବା ବେଳେ କେହି ପାଟି ଖୋଲି ନଥିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ଥାନା ଶିଶୁଆ ଗ୍ରାମରେ ।
#ArgusNews #ArgusNewsTV #Odisha #Jajpur #Korei #Torture #Oldwoman