#ମୋ_ବାପାଙ୍କ_ଗୋଡ଼_ଭଲ_କରିଦିଅ ।
#ମୋ_ବାପା_ମୋତେ_ଚୁଇଂ_ଗମ୍_ଦେବେ
ଭୁଲ କଲେ ଡାକ୍ତର କିନ୍ତୁ ଦୁଃଖରେ ଘାଣ୍ଟି ହେଉଛନ୍ତି ଜଗତସିଂହପୁର ପଙ୍କପାଳର ଦୁଷ୍ମନ୍ତ ଦାସ। ଭୁଲ ଅସ୍ତ୍ରୋପଚାର ଯୋଗୁ ଗୋଡ଼ ଅଚଳ। ବିଭିନ୍ନ ହସ୍ପିଟାଲ ବୁଲି ବୁଲି ଶେଷରେ ଘରେ ବସିଛନ୍ତି ଦୁଷ୍ମନ୍ତ।
#ArgusNews #ArgusNewsTV #Odisha #Jagatsinghpur