କାର୍ଯ୍ୟରତ ଦୁଇ ରାଜମିସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ଜମନକିରା ଯୁକ୍ତ ୩ ମହାବିଦ୍ୟାଳୟର ଏକ କୋଠାର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଭୁଶୁଡି ପଡିଛି
#Sambalpur #kuchinda #building #Collaps #ArgusNews