#ଭୁଶୁଡି_ପଡିଛି_ସ୍ବାସ୍ଥ୍ୟ_ଭିତ୍ତିଭୂମି
#ଉପାନ୍ତ_ଅଞ୍ଚଳରେ_ସ୍ବାସ୍ଥ୍ୟସେବା_ଅପହଞ୍ଚ।
ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନିର୍ମାଣ ହେଲା ସ୍ବାସ୍ଥ୍ୟକେନ୍ଦ୍ର। ମାତ୍ର ୨ବର୍ଷ ପରେ ବି ଡାକ୍ତର ଆସୁନଥିବାରୁ କାମରେ ଆସୁନି ଏହି ସ୍ବାସ୍ଥ୍ୟକେନ୍ଦ୍ର। ଅନ୍ୟପଟେ ଗ୍ରାମବାସୀ ସେବା ନପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି
#ArgusNews #Odisha #ArgusNewsTV #Mayurbhanja #Hospital #DoctorProblem