ଗ୍ରାମ୍ୟ ଉନ୍ନୟନ ବିଭାଗ ଜଗତସିଂହପୁର ନିର୍ବାହ ଯନ୍ତ୍ରୀଙ୍କ ଅଧିନରେ ଥିବା ରଘୁନାଥପୁର ବ୍ଲକ ଛପଡା ପଂଚାୟତ ଜୟପୁର ଠାରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଗାଡି ଚାଳନା ଓ ନିରୀକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ନହୋଇ ଭୂତ କୋଠିରେ ପରିଣତ ହେବାକୁ ବସିଲାଣି ।
#RuralDevelopment #engineer #Hauntedhouse #Jagatsinghpur #Raghunathpur #Jayapur #ArgusNews #Odisha