ଭୂତ ନେଉଛି ଆମ୍ବୁଲାନ୍ସ ଗାଡି । ତିଗିରିଆରେ ଜନନୀ ସୁରକ୍ଷା ଯୋଜନା ଆମ୍ବୁଲାନ୍ସର ଅପବ୍ୟବହାର ଅଭିଯୋଗ । ଗାଡିରେ ରୋଗୀ ନଥାଇ ବୁଲିଛି 125 କିଲୋମିଟର । ଷ୍ଟାପ ନର୍ସ ପଚାରିବାରୁ ଖସିଗଲା ଆମ୍ବୁଲାନ୍ସ ।
#cuttack #tigiriamedical #ambulance #Odisha #ArgusNews