#ଭୂମିହୀନ_ଚାଷୀଙ୍କୁ_କରୋନା_କାଳରେ_କାଳିଆ_ସହାୟତା !
କିଏ ଭୂମିହୀନ ସରକାରଙ୍କ ପାଖରେ ହିସାବର ସତ୍ୟତାକୁ ନେଇ ପ୍ରଶ୍ନ । ଭୂମିହୀନ କିଏ ତାଲିକା ନଥିବା ବେଳେ ପ୍ରକୃତ ହିତାଧିକାରୀ କିଏ ନ ଜାଣି ଦଳୀୟ ଲୋକଙ୍କୁ ପୋଷା ଯାଉଥିବାର ଅଭିଯୋଗ ଆଣିଛି ବିଜେପି
#ArgusNews #Odisha #ArgusNewsTV #FarmerIssue #LanlessFarmer #BJP #OdishaGovt #Kaliayojana