#ଭୂ_ମାଫିଆଙ୍କ_କବଜ୍ଜାନେ_ବନ୍ଧ
5 ବରଷ୍ ହେଲା ବେଆଇନ୍ ହିସାବେ ଜବରଦଖଲ୍ । ଅଭିଯୁଗ୍ ଉତାରୁ ବି ନାହିଁନ ଆକ୍ସନ୍ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ର୍ ମହାନ୍ତିପଡାନେ ଭୂ-ମାଫିଆଙ୍କର୍ ରାଜ୍ । ଜୋର୍ ଜବରଦସ୍ତ୍ ଲୁକ୍ ମାନକର୍ ବନ୍ଧ କେ କରିଛନ୍ ଜବରଦଖଲ୍ ।
#ArgusNews #ArgusNewsTV #Odisha #Baloangir #LandMafia