#ଭେଣ୍ଡି_ଜୋନରେ_ହେବ_କ୍ୟାସଲେସ୍_କାରବାର
#ଭେଣ୍ଡିଂ_ଜୋନରେ_ହେବ_ଅନଲାଇନ_କାରବାର
ଭେଣ୍ଡିଂ ଜୋନ ବ୍ୟବସାୟୀଙ୍କୁ ଅନଲାଇନ କାରବାର ଶିଖାଇବା ପାଇଁ ଠିକାସଂସ୍ଥା କେଟିଏମକୁ ଦିଆଯାଇଛି ଦାୟିତ୍ବ । ବିଭିନ୍ନ ଦୋକାନୀଙ୍କ ପାଖକୁ ଯାଇ କର୍ମଚାରୀମାନେ ମାଗଣା କିଉଆର କୋଡ ଯୋଗାଇବେ । ଏହାସହ କିଭଳି ଫୋନ ପେ, ଗୁଗୁଲ ପେ, ପେଟିଏମ ଭଳି ଅନଲାଇନ କାରବାର ଦୋକାନୀମାନେ କରିପାରିବେ ସେ ନେଇ ପୁରା ବିବରଣୀ ବୁଝାଇବେ ।
#Bhubaneswar #BMC #vendingzone #ktm #PhonePe #Odisha #ArgusNews