ଭେଣ୍ଡିଆ ପୁଅର ଫଟୋ ଧରି କଇଁ କଇଁ ହୋଇ କାନ୍ଦୁଛି ମା । ଦୁଆର ମୁହଁରେ ସବୁଦିନ ଅନେଇ ବସିଛି କେବେ ଫେରି ଆସିବ ପୁଅ । ବାପା ମଧ୍ୟ ଭାଙ୍ଗି ପଡିଛନ୍ତି । ସାହି ପଡିଶା ସମସ୍ତଙ୍କ ଆଖିରେ ଲୁହ । ନାଉଗାଁ ଥାନା ଭଟଣା ଗ୍ରାମର ପ୍ରଶାନ୍ତ ।
#Jagatsinghpur #Mother #crying #son #Odisha #ArgusNews