ସୁନ୍ଦରଗଡ଼ ଜିଲ୍ଲା କୋଇଡା ପରେ ବଣାଇରୁ ସାମ୍ନାକୁ ଆସିଲା ନଗଡାର ଚିତ୍ର । ଫୋପାଡି ଦେଉଥିବା ଅଇଁଠା ପଇଡକୁ ଭୋକ ବିକଳରେ ଚାଟୁଛି କୁନି ଝିଅ। ଏଥିରୁ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ଯୋଜନାର ସଫଳ ରୂପାୟନ ସହଜରେ ଅନୁମେୟ କରି ହେଉଛି।
#ViralVideo #Sundargarh #koida #picture #Nagada #tribal #LittleGirl #ArgusNews