ମହାମମାରୀ ସମୟରେ ମହାନତା । ଭୋକିଲା ଲୋକଙ୍କୁ ଯୁବକ ମାନଙ୍କ ଖାଦ୍ୟ ବଣ୍ଟନ ଉଦ୍ୟମକୁ ବିଭିନ୍ନ ମହଲରେ ମିଳୁଛି ପ୍ରଶଂସା । ଖାଦ୍ୟ ପାଇଁ ହଇରାଣ ହେଉଥିବା ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ସହାୟତାର ହାତ ବଢ଼ାଉଛନ୍ତି ରାଜଧାନୀର କିଛି ଜଣ ଯୁବକ ।
#ArgusNews #Odisha #Bhubaneswar #helpingpeople #fooddistribution #CovidPandamic