ପଞ୍ଚାୟତ ଲଢେଇ ନାମାଙ୍କନ ପାଇଁ ଆଜି ହେଉଛି ଶେଷ ତାରିଖ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକର ସେମଳା ପଞ୍ଚାୟତ ଏବେ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତ ନଥିବା ଭଳି ମନେ ହେଉଛି। ପଞ୍ଚାୟତର ଅନେକ ୪ ନମ୍ଵର ୱାର୍ଡରେ ଭୋଟର ତାଲିକାରେ ଲୋକଙ୍କ ନାଁ ନଥିବା ଅଭିଯୋଗ ହୋଇଛି
#Nabarangapur #election #voterlist #umerkote #ArgusNews