#ଭୋଟ_ବର୍ଜନ_ପାଇଁ_ବଢୁଛି_ଚେତାବନୀ
#21ବର୍ଷରେ_ବିକାଶର_ବିକଳ_ଚିତ୍ର
#ନୂଆପଡାରେ_ଭୋଟର_ତାଲିକାରେ_ଗଡବଡି
ଭୋଟ ବର୍ଜନ ପାଇଁ ବଢୁଛି ଚେତାବନୀ । ନୂଆପଡାରେ ଭୋଟର ତାଲିକାରେ ଗଡବଡି ଯୋଗୁଁ ଭୋଟବର୍ଜନ ନିଷ୍ପତି ନେଇଛନ୍ତି ଅଂଚଳବାସୀ । ସେହିପରି ମୌଳିକ ସମସ୍ୟାକୁ ନେଇ ବିଷମକଟକରେ ଅଡୁଆ ପରିସ୍ଥିତି । କେନ୍ଦ୍ରାପଡାରେ ସ୍କୁଲ ନ ରହିଲେ ଭୋଟ ନଦେବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
#PanchayatElections #Boycott #elections #Kendrapara #problem #Villagers #Odisha #ArgusNews