#ଭୟଙ୍କର_ହୋଇପାରେ_ତୃତୀୟ_ଲହର।
ନିତି ଆୟୋଗ ସଦସ୍ୟ ଭି.କେ ପଲଙ୍କ ପରାମର୍ଶ ପରେ ମଧ୍ୟ ବଢିଲା ଚିନ୍ତା । ଯାହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ, ନୀତି ଆୟୋଜକ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି । ତେବେ ତୃତୀୟ ଲହର ସମୟରେ ଓଡିଶାରେ ବି ସ୍ଥିତି ବିଗିଡି ପାରେ । ଆକଳନ ଅନୁଯାୟୀ ଏହି ସମୟରେ ରାଜ୍ୟରେ ଦୈନିକ ୧୫ ହଜାରରୁ ଉଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେବେ ।
#COVID19 #corona #thirdwave #Odisha #ArgusNews