ଗାଁରୁ ସହର ସବୁଠି ଏବେ କରୋନାର ଆତଙ୍କ । ନିଜ ଗାଁରେ ସଂକ୍ରମିତଙ୍କ ସଙ୍କଟ ଜାଣିବା ପରେ ଦୁବାଇରେ ରହୁଥିବା ନବରଙ୍ଗପୁର ତାରା ଗାଁର ମହମ୍ମଦ ଅଲ୍ଲୀ ୱରଦୀଖାନ୍ ଦୁରାନୀ ନାମକ ଜଣେ ଯୁବକ ଏକାନ୍ତ ବାସରେ ଥିବା ପରିବାର ଗୁଡିକ ନିକଟରେ ଦୁଇ ବେଳା ରନ୍ଧାଖାଦ୍ୟ ପହଂଚାଇଦେବାର ଦାୟିତ୍ୱ ନେଇଛନ୍ତି
#ArgusNews #Odisha #NewsChannel #ArgusNewsTV #GoodNews #Social_Service