ନାହିଁ ମଣ୍ଡି । ମକାର ଅଭାବି ବିକ୍ରି, ବଢାଉଛି ଚାଷୀଙ୍କ ଚିନ୍ତା । କେଉଁଠି ବାଡି ପଛପଟ ତ କେଉଁଠି ରାସ୍ତା କଡ । ଯେଉଁଠି ଦେଖ ତଳେ ଗଡୁଛି କୁଇଣ୍ଟାଲ କୁଇଣ୍ଟାଲ ମକା । ଝାଳବୁହା ପରିଶ୍ରମ କରି ଚାଷ କରିଥିବା ମକାକୁ ଜଗି ବସିଛି ଚାଷୀ । ଆଉ ଅପେକ୍ଷାରେ ସରକାର କଣ ଗୋଟେ ବ୍ୟବସ୍ଥା କରିବେ ।
#Odisha #ArgusNews #kalahandi #dharmagad #crop #maize #maizefarming #corn #farming