ଚିଲିକାରେ ନୂଆ ଅତିଥି । ଶୀତର ଆଗମନରେ ମଙ୍ଗଳାଯୋଡୀରେ ଦେଶୀ ଓ ବିଦେଶୀ ପକ୍ଷୀଙ୍କ କଳରବ। ଚଳିତ ବର୍ଷ ପକ୍ଷୀଙ୍କ ସୁରକ୍ଷା ପାଇଁ ଟାଙ୍ଗୀ ରେଞ୍ଜ ପକ୍ଷରୁ କରାଯାଇଛି ୧୧ଟି ଅସ୍ଥାଇ କ୍ୟାମ୍ପ, ନିଯୋଜିତ ହୋଇଛନ୍ତି ବନବିଭାଗ କର୍ମଚାରୀ । ଆସନ୍ତୁ ଯିବା ମଙ୍ଗଳାଯୋଡୀ। ଦେଖିବା ସେଠାକାର ମନୋରୋମ ଦୃଶ୍ୟ...
#Puri #Mangaljodi #Bird #Winter #Nature #Odisha #ArgusNews