#ମଙ୍ଗାନେ_ଚାଲିଛେ_ଲୁଗାବୁଣା_କାମ୍
#ମନ_କିନି_ନେଉଛେ_ରକମ_ରକମର_ସମ୍ବଲପୁରୀ_ଶାଢ଼ୀ
ଆର୍ ଦିନ୍ କେତେଟା ପରେ ପଶ୍ଚିମ ଓଡିଶାର୍ କୃଷିଭିତିକ ଗଣ ପରବ୍ ନୂଆଁଖାଇ । ଇଥିର୍ ଲାଗି ଗାଁ ନୁ ସହର୍ ସବୁନେ ପ୍ରସ୍ତୁତି ବି ଜୋରସୋର୍ ଚାଲିଛେ । ନୂଆଁ ହାଣ୍ଡି- ସରେଇ, ପନିପରିବା ସାଙ୍ଗକେ ନୂଆଁ କପଡା ବି କିଣିଥିସନ୍ ଲୋକମାନେ । ଆର୍ ଇ ଦିନେ ସଭେ ସମ୍ବଲପୁରୀ ପିନ୍ଧବାକେ ପସନ୍ଦ କରସନ୍ ।
#Nuakhai #festival #Sambalpuri #saree #Odisha #ArgusNews