ମମିତା ମେହେର ହତ୍ୟା ଘଟଣାକୁ ଚର୍ଚ୍ଚାରେ ରଖିବା ପାଇଁ ରାଜ୍ୟ ବିଜେପିର ଅଭିନବ ପ୍ରୟାସ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଞ୍ଚସ୍ତ ହେଲା ମମିତା ମେହେର ଘଟଣା ଉପରେ ପର୍ଯ୍ୟବେସିତ ନାଟକ "ଅନ୍ଧ ଧୃତରାଷ୍ଟ୍ର"
#justiceformamita #bjp #culturalprogramme #odishagovt #mamitamurdecase #ArgusNews