କାନ୍ଦୁଛି କଳାକାର। ଲକଡାଉନ କୋହଳ ହେଉଥିବା ବେଳେ ମଞ୍ଚ କଳାକାରଙ୍କୁ ମିଳିନି ଅଭିନୟର ଅନୁମତି। ରୋଜଗାର ହରାଇ ଚାରିଆଡୁ ନିରାଶ ହେବା ପରେ କିଏ ପରିବା ବ୍ୟବସାୟ ଆରମ୍ଭ କରିଛି ତ କିଏ ଗ୍ୟାରେଜ ଖୋଲିଛି । ଲକଡାଉନ ବଦଳାଇ ଦେଇଛି ଜୀବିକା ।
#ArgusNews #Odisha #Keonjhar #StageActors #Artist #covidpandemic #Lockdown