ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତରେ ରହି ଦେଶର ସେବା କରୁଛନ୍ତି ଆମ ଯବାନ। ମଣିପୁରରେ ଭୁସ୍ପଳନ ଯୋଗୁଁ ସହିଦ ହୋଇଥିବା 11 ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି ଝାରସୁଗୁଡାର ଅଗ୍ରଣୀ ସାମାଜିକ ସଙ୍ଗଠନ ମା ସରସ୍ଵତୀ ମହିଳା ସଙ୍ଗଠନ ଓଏମପି ।
#Jharsuguda #tribute #Odisha #ArgusNews #jawan #securityforces