#ମୁଁ_ପାଳୁଛି_ସିଂହ_ଛୁଆ
ଆଉ ଏକ ଖଇରି । ସ୍ନେହ ଆଦର ଆଗରେ ହଜିଯାଇଛି ହିଂସ୍ରତା । ମଣିଷ ପ୍ରେମରେ ୬ମାସର ସିଂହ ଶାବକ ବର୍ଷା । ମା ପାଖରେ ପଶାଉ ନଥିବା ବେଳେ ଆଦରି ନେଇଛନ୍ତି ପଶୁପାଳକ ପ୍ରଶାନ୍ତ । ସ୍ନେହ ପ୍ରେମର ବଡ ଉଦାହରଣ ମଣିଷ ଏବଂ ପଶୁର ଏହି ସମ୍ପର୍କ ।
#Bhubaneswar #babylion #humanlove #relationship #Animals #Human #ArgusNews