#ମଣ୍ଡିରେ_ଭିଜୁଛି_ଧାନ, #କାନ୍ଦୁଛି_ଚାଷୀ
#ଶହ_ଶହ_ବସ୍ତା_ଧାନ_ଓଦା_ହେବା_ଫଳରେ_ଚାଷୀ_ମୁଣ୍ଡରେ_ଚଡକ_ପଡିଛି
ମଣ୍ଡିରେ ଭିଜୁଛି ସୁନାର ଫସଲ । ବର୍ଷା ଭିଜା ଧାନ ଦେଖି କାନ୍ଦୁଛି ଚାଷୀ । ଅଦିନିଆ ବର୍ଷା ଭାଙ୍ଗିଦେଇଛି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ । ଏ ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା ଜୁନାଗଡର। ସମୁଦାୟ ୭୧ଟି ମଣ୍ଡିରୁ ୧୭ ଟି ମଣ୍ଡି ଖୋଲା ଆକାଶ ତଳେ । ଅନୁମାନ କରନ୍ତୁ ଗଦା ହୋଇଥିବା ଏହି ଧାନ ବସ୍ତା ଯେତେବେଳେ ଭିଜୁଥିବ ଚାଷୀ ମନରେ କଣ ବିତୁଥିବ ।
#Kalahandi #rain #mandi #farmers #OdishaCM #Odisha #ArgusNews