#ପୁଣି_ଅନ୍ନଦାତା_ହନ୍ତସନ୍ତ
#ଚାଷୀଙ୍କୁ_ଧୋକ୍କା_ପ୍ରତାରଣା
ନୂଆପଡା ଜିଲ୍ଲାରେ ଆଜିଠୁ ଖୋଲିଲା ମଣ୍ଡି । ହେଲେ ଆରମ୍ଭରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ।.... କାହିଁକି ନା ଏଯାଏଁ କାହାକୁ ଟୋକନ୍ ମିଳିନି ତ କାହାର ନାଁ ରେଜିଷ୍ଟ୍ରେସନ୍ ହୋଇନାହିଁ । ଏମିତିରେ ମଣ୍ଡି ଖୋଲିଲେ ବି ଲାଭ କଣ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ । ଅଦିନିଆ ବର୍ଷା, ଚକଡା ପୋକ ଦାଉ ସାଧୁଥିବାବେଳେ ବଞ୍ଚିଥିବା କିଛି ଅମଳ ଧାନକୁ ବିକ୍ରି ପାଇଁ ଚାଷୀ ଆଶା ରଖିଛି
#FarmersProblem #Nuapada #Odisha #ArgusNews