କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରି ଚାଷୀଙ୍କ ଉନ୍ନତି କରୁଥିବା ବେଳେ ରାଜ୍ୟ ସରକାର ଚାଷୀଙ୍କ ଧାନକୁ ମଣ୍ଡି ଜାରିୟାରେ କିଣିପାରୁନାହାନ୍ତି... କେତେବେଳେ ଟୋକେନ ଆସି ବାତିଲ ହେଲାଣି ତ କେତେବେଳେ ମଣ୍ଡି ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ଚାଷୀ ହନ୍ତସନ୍ତ ହେଉଛି
#ArgusNews #Odisha #NewsChannel #ArgusNewsTV #Mandi_Problem #Farmer #Puri #delanga