ଚାଷୀଙ୍କ ସୁବିଧା ପାଇଁ ଅନେ ନୀତି ପ୍ରଣୟନ କରିଛନ୍ତି ସରକାର। କମ ସୁଧରେ ଋଣ ଦେବା ସହ ରିହାତି ମୂଲ୍ୟରେ ବିହନ, ସାର ଓ କୀଟନାଶକ ଯୋଗାଇଦେବାର ବ୍ୟବସ୍ଥା ରହିଛି। କିନ୍ତୁ ପୁରୀ ଜିଲ୍ଲା ପିପିଲି ଅଂଚଳରେ ଚାଷୀଙ୍କୁ ମିଳୁନି ସାର
#ArgusNews #Odisha #ArgusNewsTV #Puri #Pipili #Fertiliser #farmerproblem