ଖୋର୍ଦ୍ଧା-ବିଦେଶୀ ମଦଦୋକାନରେ ଲୋକଙ୍କୁ ଶୋଷଣ। ଅବକାରୀ ବିଭାଗର ଏସଓପି ମାନୁନାହାନ୍ତି ବ୍ୟବସାୟୀ। ଜଟଣୀ ସହରର ମଦଦୋକାନୀ ମାନେ ଅବକାରୀ ବିଭାଗର କୌଣସି ଏସଓପି ମାନୁନାହାନ୍ତି । ଏନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
#Khordha #foreignliquorstores #SOP #ExciseDepartment #ArgusNews