ଯାଜପୁର ଟାଉନ ଆଙ୍କୁଲାରେ ଥିବା ପ୍ରାଣକୃଷ୍ଣ ଉଚ୍ଚ ବିଦ୍ୟାଳୟର ନିକଟରେ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ତେବେ ଆଜି ଗ୍ରାମର ମହିଳାମାନେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି
#ArgusNews #odisha #Jajpur #wineshop #womenprotest