ମନମୋହୁଛି ରାସ୍ତା କଡ଼ର ଲାଇଟ ସଜା । ଦଶହରାର ଚମକ ଫିକା ପଡିଥିବା ବେଳେ , ଲୋକଙ୍କୁ ଆକର୍ଷିତ କରୁଛି ରାସ୍ତା କଡ଼ର ସାଜ ସଜା । ଭୁବନେଶ୍ୱର ଆଇଜି ପାର୍କ ଠାରୁ ଜୟଦେଵ ଭବନ ପର୍ଯ୍ୟନ୍ତ ଗଛ ଗୁଡିକୁ ଅତି ସୁନ୍ଦର ଭାବରେ ସଜା ଯାଇଛି । ବିଭିନ୍ନ ରଙ୍ଗର ଲିଚୁ ଲାଇଟ ଏବଂ ଚାନ୍ଦୁଆ ଲାଇଟ ମାଧ୍ୟମରେ ରାସ୍ତା କଡରେ ଅତି ଆକର୍ଷଣୀୟ ଭାବରେ ସଜା ଯାଇଛି
#BBSR #LightShow #odisha #ArgusNews