କାମ ନହୋଇ ଟଙ୍କା ଉଠାଉଛନ୍ତି ବାବୁମାନେ । ବାରମ୍ବାର ଅଭିଯୋଗ କଲେ ବି ମିଳୁନି ସୁଫଳ । ନେତାଙ୍କ ଚାପରେ ରହି ପ୍ରାଶାସନିକ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ ହୋଇଛି । କଣ ଏ ଦୁର୍ନୀତି, କିଏ କିଏ ଏଥିରେ ସଂପୃକ୍ତ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରୁ ଦେଖନ୍ତୁ ରିପୋର୍ଟ
#mgnrega #Corruption #angul #chhendipada #ArgusNews