#ମନରେଗା_ମହାଦୁର୍ନୀତି
ପୋଖରୀ ଖୋଳାଇବା ନାଁରେ ଟଙ୍କା ଚଳୁ। ବାଁ ହାତ ଡାହାଣ ହାତ କରି ଲୁଟି ନେଲେ ପୋଖରି ଟଙ୍କା। ଏଭଳି ସାଂଘାତିକ ଅଭିଯୋଗ ଆସିଛି ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ କିରିପସିରା ପଞ୍ଚାୟତର ମହୁଲମୁଣ୍ଡା ଗାଁରୁ। ଗାଁର ବୃଦ୍ଧମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ମନରେଗା ଅର୍ଥ ଆତ୍ମସାତ କରିଛନ୍ତି ଗାଁ ସାଥି।
#MNREGA #mnergascam #Sundargarh #Odisha #ArgusNews #pond