ଇଏ ହେଉଛି ରାସ୍ତା, ଆଉ ଘରୁ ବାହାରିଲେ ଏହି ରାସ୍ତା ଦେଇ ଯିବାକୁ ପଡେ। ଦେଖନ୍ତୁ ଏହି ଦୃଶ୍ୟକୁ କିଭଳି କାଦୁଅ ପଚପ ରାସ୍ତାରେ ଯାଆସ କରୁଛନ୍ତି ଲୋକେ। ରାସ୍ତା ଏପରି ଯେ କେଉଁ ମୁହୂର୍ତ୍ତରେ ପାଦ ଖସିବ ତାହା କହିବା ମୁସ୍କିଲ। ଏହି ଦୃଶ୍ୟ ହେୁଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ କୁଅଁରପୁର ଗାଁର
#Mayurbhanj #Village #RoadProblem #ManaregaScam #Odisha #ArgusNews