#ମନରେଗା_ଯୋଜନାରେ_ମହାଦୁର୍ନୀତି
#ଶ୍ରମିକ_ବଦଳରେ_କାମ_କରୁଛି_ମେସିନ
କାମ ଅଭାବରୁ ବେରୋଜଗାର ଜବ କାର୍ଡଧାରୀ । ମନରେଗା ଯୋଜନାରେ ଦୁର୍ନୀତିକୁ ନେଇ ଚର୍ଚ୍ଚାରେ ସମ୍ବଲପୁର ବନ ବିଭାଗ। ବୃକ୍ଷ ରୋପଣ ହେଉ କି ମାଟିଖୋଳା କାମ, ମନରେଗା ଯୋଜନାରେ ଏସବୁ ପ୍ରକଳ୍ପରେ ଦୁର୍ନୀତି ହିଁ ଦୁର୍ନୀତି ଦେଖିବାକୁ ମିଳିଛି।
#ArgusNews #ArgusNewsTV #Odisha #Sambalpur #ManregaScam