ଗରିବ ଶ୍ରମିକଙ୍କୁ ରୋଜଗାର ଯୋଗେଇ ଦେବା ପାଇଁ କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା କରିଥିବା ବେଳେ। ଗ୍ରାମାଅଂଚଳରେ ହେଉଛି ବ୍ୟାପକ ଅନିୟମିୟତା। ଜବକାର୍ଡ ଧାରୀଙ୍କୁ କାମ ଯୋଗାଇଦେବା ବଦଳରେ ପ୍ରିୟାପ୍ରିତିରେ ଚାଲିଛି ମନରେଗା କାମ।
#ArgusNews #Odisha #ArgusNewsTv #Cuttack #Banki #MGNREGAscam